Jump to content

ପ୍ରାଣପ୍ରଦ

ଉଇକିଅଭିଧାନ‌ରୁ

ପ୍ରାଣପ୍ରଦ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଣ୍ ପ୍ରଦାୟକ—ଅନ୍ୟରୂପ)

(ପ୍ରାଣପ୍ରଦା, ପ୍ରାଣପ୍ରଦାୟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରାଣ+ପ୍ର+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜୀବନରକ୍ଷାକାରୀ — ୧. Saving one's life; life-giving.
୨. ବଳକର —୨. Strength-giving.