Jump to content

ପ୍ରାଣଭୃତ୍

ଉଇକିଅଭିଧାନ‌ରୁ

ପ୍ରାଣଭୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରାଣ+ଭୃ ଧାତୁ+କର୍ତ୍ତୃ. କ୍ୱିପ)

[ସମ୍ପାଦନା]
୧. ପ୍ରାଣୀ; ଜୀବ — ୧. Animal.
୨. ବିଷ୍ଣୁ; ଈଶ୍ୱର — ୨. God; Bishṇu.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଚେତନ — ୧. Sentient.
୨. ପ୍ରାଣପୋଷକ — ୨. Sustaining life.