Jump to content

ପ୍ରାଣସଖ

ଉଇକିଅଭିଧାନ‌ରୁ

ପ୍ରାଣସଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପ୍ରାଣ+ସଖା)

[ସମ୍ପାଦନା]

ଜୀବନର ବନ୍ଧୁ, ପ୍ରିୟବନ୍ଧୁ (ପ୍ରକୃତିବାଦ) — Dearest friend.

ଯୁଧିଷ୍ଠିରଙ୍କର ଅଟଇ ପ୍ରାଣସଖ— କୃଷ୍ଣସିଂହ, ମହାଭାରତ, ବିରାଟ