Jump to content

ପ୍ରାଣସଖା

ଉଇକିଅଭିଧାନ‌ରୁ

ପ୍ରାଣସଖା

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଣସଖୀ—ସ୍ତ୍ରୀ)
  • (file)

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ପ୍ରାଣ+ସଖି)

[ସମ୍ପାଦନା]
୧. ପ୍ରାଣସମ ପ୍ରିୟବନ୍ଧୁ; ପ୍ରାଣବନ୍ଧୁ; ପ୍ରିୟତମ ସହଚର (ଜ୍ଞାନେନ୍ଦ୍ର) — ୧. Dearest friend or companion.
୨. ପରମେଶ୍ୱର — ୨. God.