ପ୍ରାଣସଙ୍ଗୀ
ଦେଖଣା
ପ୍ରାଣସଙ୍ଗୀ
ଉଚ୍ଚାରଣ
[ସମ୍ପାଦନା](ପ୍ରାଣସଙ୍ଗୀନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଜୀବନସଙ୍ଗୀ; ଅନ୍ତରଙ୍ଗ ସହଚର — ୧. A companion of life; a life-long friend.
- ୨. ପ୍ରାଣପ୍ରତିମ ବା ପ୍ରିୟତମ ସଙ୍ଗୀ — ୨. Dearest companion.
- ୩. ଯେଉଁ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ସଙ୍ଗେ ଥାଏ — ୩. A person who is with one till death.