ପ୍ରାଣହାରୀ
(ପ୍ରାଣାଦ—ଅନ୍ୟରୂପ)
(ପ୍ରାଣହାରିଣୀ—ସ୍ତ୍ରୀ)
ଯେ ପ୍ରାଣରେ ମାରିଦିଏ; ପ୍ରାଣସଂହାରକ — Killing; causing death.
ଜୟ କଂସ କେଶୀ ମଲ୍ଲ ପ୍ରାଣହାରା କୃଷ୍ଣସିଂହ, ମହାଭାରତ, ବିରାଟ