ପ୍ରାଣାଗ୍ନିହୋତ୍ର
ଦେଖଣା
ପ୍ରାଣାଗ୍ନିହୋତ୍ର
ଉଚ୍ଚାରଣ
[ସମ୍ପାଦନା](ପ୍ରାଣାହୁତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭୋଜନ ପୂର୍ବରୁ ଦ୍ୱିଜାତିମାନଙ୍କର ପଞ୍ଚୁଗ୍ରାସୀ କ୍ରିୟା; ଓଁ ପ୍ରାଣାୟ ସ୍ୱାହା, ଓଁ ଅପାନାୟ ସ୍ୱାହା, ଓଁ ବ୍ୟାନାୟ ସ୍ୱାହା, ଓଁ ଉଦାନାୟ ସ୍ୱାହା, ଓଁ ସମାନାୟ ସ୍ୱାହା ଏହି ୫ଟି ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରଥମେ ଯଥାକ୍ରମେ ୫ ଗୁଣ୍ଡା ଅନ୍ନ ଭୋଜନବିଧି (ହିନ୍ଦୀ - ଶ) — The ritual of taking the first ୫ morsels of food at the beginning of a meal.