Jump to content

ପ୍ରାଣାରାମ

ଉଇକିଅଭିଧାନ‌ରୁ

ପ୍ରାଣାରାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରାଣ+ଆ+ରମ ଧାତୁ+ଅଧି. ଅ)

[ସମ୍ପାଦନା]
୧. ପ୍ରାଣରେ ଶାନ୍ତିଦାୟକ — ୧. Giving peace to the mind.

ହେ ଈଶ୍ୱର ପତିତପାବନ, ପ୍ରାଣାରାମ ନିରଞ୍ଜନ ମଧୁସୂଦନ, ଜୀବନଚିନ୍ତା

୨. ମନୋମୋହକର — ୨. Charming.