Jump to content

ପ୍ରାଣାୟତନ

ଉଇକିଅଭିଧାନ‌ରୁ

ପ୍ରାଣାୟତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପ୍ରାଣ+ଆୟତନ)

[ସମ୍ପାଦନା]

ମୃତ୍ୟୁ ସମୟରେ ପ୍ରାଣବାୟୁ ବହର୍ଗିତ ହେବାର ପ୍ରଧାନ ଦ୍ୱାର ବା ଛିଦ୍ରମାନ — The chief holes or orifices through which the last breath goes out at the time of death.

[ଦ୍ରଷ୍ଟବ୍ୟ —ଦୁଇ କାନ, ଦୁଇ ନାସାରନ୍ଧ୍ର, ଦୁଇ ଆଖି, ଗୁହ୍ୟଦ୍ୱାର, ଲିଙ୍ଗ ଓ ମୁଖ ଏହି ନବଦ୍ୱାର ବାଟେ ପ୍ରାଣବାୟୁ ବାହାରି ଯାଏ— ଯାଜ୍ଞବଲ୍ୟ ସଂହିତା (ହିନ୍ଦୀ - ଶ)]