ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପ୍ରାଣିନ+ଦ୍ୟୁତ=କ୍ରୀଡା)
[ସମ୍ପାଦନା]
ପଣ ବା ବାଜି ରଖି ମେଷ,ବୃକ୍ଷ, କୁକ୍କୁଟାଦିଙ୍କର ଯୁଦ୍ଧ ବା ଦଉଡ଼ କରାଇବା — Racing of or fighting between rams, cocks,bulls or horses on wager.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତ ପର୍ଯ୍ୟାୟ—ସମାହୟ; ସାହୟ— ହିନ୍ଦୀ - ଶବ୍ଦସାଗର]