ପ୍ରାଣିପୀଡନ ନିବାର(କ) ଆଇନ
ଦେଖଣା
ପ୍ରାଣିପୀଡନ ନିବାର(କ) ଆଇନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଆଧୁନିକ)
[ସମ୍ପାଦନା]ଜୀବମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ କରିବା ପାଇଁ ସରକାରଙ୍କ ପ୍ରବର୍ତ୍ତିତ ଆଇନ — The law for preventing cruelty to animals.
[ଦ୍ରଷ୍ଟବ୍ୟ —ଏହି ଆଇନ ଅନୁସାରେ ଗୃହପାଳିତ ଘୋଡା, ବଳଦ ଆଦିଙ୍କ ପ୍ରତି ଓ ଅନ୍ୟ୍ୟାନ୍ୟ ଜୀବଙ୍କ ପ୍ରତି ନିଷ୍ଠୁରତା ଆଚରଣ କରିବା ବ୍ୟକ୍ତିମାନେ ଦଣ୍ଡିତ ହୁଅନ୍ତି ନିଷ୍ଠୁରତା ନିବାରଣ କରିବା ଓ ନିଷ୍ଠୁର ବ୍ୟ୍ୟକ୍ତିଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ
ପ୍ରାଣିପୀଡନ (ନିବାରକ ସଂଘମାନ) societies for prevention of cruelty to animals ପ୍ରଧାନ ପ୍ରଧାନ ନଗରମାନଙ୍କରେ ପ୍ରତିଷ୍ଠିତ ହୋଇଅଛି]