Jump to content

ପ୍ରାଣିପ୍ରୟାଣ

ଉଇକିଅଭିଧାନ‌ରୁ

ପ୍ରାଣିପ୍ରୟାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ଜୀବବିଜ୍ଞାନ ପ୍ରୟୋଗ)

[ସମ୍ପାଦନା]

କେତେକ ପ୍ରାଣୀଙ୍କର (ବିଶେଷତଃ ପକ୍ଷୀଙ୍କର) ଖାଦ୍ୟ ଅନ୍ୱେଷଣ ବା ସନ୍ତାନୋତ୍ସାଦନ ନିମନ୍ତେ ନିର୍ଦ୍ଦିଷ୍ଟ ଋତୁରେ ଏକ ଅଞ୍ଚଳ ଛାଡି ଅନ୍ୟ ଅଞ୍ଚଳକୁ ଚାଲିଯିବା ଓ ଉଚ୍ଛ କାର୍ଯ୍ୟ ଶେଷ କରିବା ପରେ ପୂର୍ବ ଅଞ୍ଚଳକୁ ଫେରି ଆସିବାର ରୀତି — Migration of animals.

[ଦ୍ରଷ୍ଟବ୍ୟ —କୋଚିଲାଖାଇ, ହଂସରାଳି, ସାରସ, ଶୁଆ, କୋଇଲି ପ୍ରଭୃତି ଏହି ଜାତୀୟ ଜୀବର ଉଦାହରଣ]