Jump to content

ପ୍ରାଣେଶ

ଉଇକିଅଭିଧାନ‌ରୁ

ପ୍ରାଣେଶ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଣେଶ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ; ପ୍ରାଣ+ଈଶ)

[ସମ୍ପାଦନା]
୧. ସ୍ୱାମୀ; ଭର୍ତ୍ତା — ୧. Husband.
୨. ପ୍ରିୟତମ ବ୍ୟକ୍ତି — ୨. One's beloved.