Jump to content

ପ୍ରାଣେଶ୍ୱର

ଉଇକିଅଭିଧାନ‌ରୁ

ପ୍ରାଣେଶ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ପ୍ରାଣେଶ (ଦେଖ) - Prāṇeṡa (See)
୨. (ବୈଦ୍ୟକ) ଶିଶୁମାନଙ୍କ ଶଉଦି ରୋଗରେ ବ୍ୟବହୃତ ପାରା ଓ ଗନ୍ଧକଘଟିତ ଔଷଧବିଶେଷ — ୨. A kind of medicine used for infantile catarrh.