ପ୍ରାଣେ ପ୍ରାଣେ
ଦେଖଣା
ପ୍ରାଣେ ପ୍ରାଣେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଣେ ପ୍ରାଣେ
|
ଦେଶଜ - କ୍ରି. ବିଂ
[ସମ୍ପାଦନା]- ୧. ପ୍ରାଣ ମାତ୍ର ରକ୍ଷା କରି; ଯେ— କୌଣସି ପ୍ରକାରେ ବଞ୍ଚି ରହି — ୧. With one's life intact.
(ଯଥା—ମୁଁ ଯୁଦ୍ଧ ଭୂମିରୁ ପ୍ରାଣେ ପ୍ରାଣେ ପଳାଇ ଆସିଲି)
- ୨. ପ୍ରତି ପ୍ରାଣରେ; ପ୍ରତ୍ୟେକ ବ୍ୟକ୍ତିର ପ୍ରାଣରେ; ପ୍ରତ୍ୟେକ ବ୍ୟକ୍ତିର ବା ସମସ୍ତଙ୍କ ମନରେ ବା ହୃଦୟରେ — ୨. In the minds of all; in the heart of every person; in every heart.
(ଯଥା— ତାଙ୍କ ବକ୍ତୃତାର ମାଧୁର୍ଯ୍ୟ ଶ୍ରୋତାମାନେ ପ୍ରାଣେ ପ୍ରାଣେ ଅନୁଭବ କଲେ)
- ୩. ପକସ୍ପରର ହୃଦୟର ମିଳନ ପୂର୍ବକ — ୩. Mind-to-mind; heart-to heart.
ସେମାନେ ବହୁଦିନ ପରେ ହୋଉ ପ୍ରାଣେ ପ୍ରାଣେ କଥାବର୍ତ୍ତା ହେଲେ)