ପ୍ରାଣ ଉଡ଼ିଯିବା
ଦେଖଣା
ପ୍ରାଣ ଉଡ଼ିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଣ ଉଡ଼ିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାଣ ଛାଡ଼ିଯିବା (ଦେଖ) - ୧. Prāṇa chhāṟḍ̠ij̄ibā (See)
- ୨. ଅତ୍ୟନ୍ତ କ୍ଳାନ୍ତ ହେବା — ୨. Being over-tired.
- ୩. ମୁମୂର୍ଷୁ ଅବସ୍ଥା —୩. Dying condition.
- ୪. ଭୟତ୍ରସ୍ତ ଅବସ୍ଥା —୪. A state of great alarm.