ପ୍ରାଣ ଛାଡ଼ିବା
ଦେଖଣା
ପ୍ରାଣ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଣ ଛାଡ଼ିବା
|
(ପ୍ରାଣ ତେଜିବା, ପ୍ରାଣ ହରାଇବା, ପ୍ରାଣ ହାରିବା— ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୃତହେବା; ମରିବା — To die; to give up life.
ଥିବି କି ଛାଡ଼ିବି ପ୍ରାଣ କବିସୂର୍ଯ୍ୟ. କିଶୋରୀଚମ୍ପୂ