Jump to content

ପ୍ରାଣ ପଣେ

ଉଇକିଅଭିଧାନ‌ରୁ

ପ୍ରାଣ ପଣେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ପାରୁ ପର୍ଯ୍ୟନ୍ତ; ଆପଣା ପ୍ରାଣକୁ ଉତ୍ସର୍ଗ କରି — At the cost' s life; staking one's life (for an act).

ଦେଖାଅ ବିକ୍ରମ ଅରି ସଙ୍ଗେ ରଣ; ରଙ୍ଗେ ଯୁଝି ପ୍ରାଣ ପଣେ ରାଧାନାଥ. ପାର୍ବତୀ