Jump to content

ପ୍ରାଣ ପତି

ଉଇକିଅଭିଧାନ‌ରୁ

ପ୍ରାଣ ପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀତତ୍; ପ୍ରାଣ+ପତି)

[ସମ୍ପାଦନା]
୧. ଆତ୍ମା — ୧. The soul.
୨. ହୃଦୟ (ହିନ୍ଦୀ - ଶ.) —୨. The heart.
୩. ସ୍ୱାମୀ; ଭର୍ତ୍ତା (ହିନ୍ଦୀ - ଶ.) —୩. Husband.
୪. ପ୍ରିୟତମ ପୁରୁଷ — ୪. One's dearly beloved person.
୫. ପରମେଶ୍ୱର —୫. God.