Jump to content

ପ୍ରାଣ ପ୍ରତିଷ୍ଠା

ଉଇକିଅଭିଧାନ‌ରୁ

ପ୍ରାଣ ପ୍ରତିଷ୍ଠା

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଣନ୍ୟାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରାଣ+ପ୍ରତିଷ୍ଠା)

[ସମ୍ପାଦନା]

ମନ୍ତ୍ରାଦିଦ୍ୱାରା ଜୀବନ୍ୟାସ; ନବନିର୍ମିତ ଦେବ— ପ୍ରତିମୂର୍ତ୍ତିଙ୍କଠାରେ ମନ୍ତ୍ରାଦିଦ୍ୱାରା ପ୍ରାଣର ଆରୋପଣ —The ceremony of consecrating an image by giving it lift.

[ ଦ୍ର—ପ୍ରାଣ ପ୍ରତିଷ୍ଠାନ ହେବା ପର୍ଯ୍ୟନ୍ତ ମୂର୍ତ୍ତି ପୂଜାଯୋଗ୍ୟ ହୁଏ ନାହିଁ ପ୍ରାଣ ପ୍ରତିଷ୍ଠା ହେବା ପରେ ମୂର୍ତ୍ତିରେ ଦେବତ୍ୱା— ରୋପଣ କରାଯାଏ ]