Jump to content

ପ୍ରାଣ ବଲ୍ଲଭ

ଉଇକିଅଭିଧାନ‌ରୁ

ପ୍ରାଣ ବଲ୍ଲଭ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଣରମଣ, ପ୍ରାଣରଞ୍ଜନ—ଅନ୍ୟରୂପ)

(ପ୍ରାଣବଲ୍ଲଭୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ)

[ସମ୍ପାଦନା]
୧. ପ୍ରିୟତମ ବ୍ୟକ୍ତି — ୧. One's beloved person.
୨. ସ୍ୱାମୀ; ପତି — ୨. One's husband.

ଦେଶଜ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ଲୋକଙ୍କ ନାମ — A name given to males.