ପ୍ରାଣ ବିନାଶ
(ପ୍ରାଣ ବିନାଶକ ପୁଂ, ପ୍ରାଣବିନାଶିକା ସ୍ତ୍ରୀ, ପ୍ରାଣବିନାଶୀପୁଲିଙ୍ଗ - ପ୍ରାଣବିନାଶିନୀ ସ୍ତ୍ରୀ—ବିଣ)
ଜୀବନ ନାଶ; ମୃତ୍ୟୁ — Death.