Jump to content

ପ୍ରାଣ ଯାତ୍ରା

ଉଇକିଅଭିଧାନ‌ରୁ

ପ୍ରାଣ ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପ୍ରାଣ+ଯାତ୍ରା)

[ସମ୍ପାଦନା]
୧. ଜୀବନ— ଯାତ୍ରା; ଜୀବିକାନିର୍ବାହ — ୧. Subsistence.
୨. ଶ୍ୱାସ ପ୍ରଶ୍ୱାସ ଯିବା ଆସିବା କ୍ରିୟା (ହିନ୍ଦୀ - ଶବ୍ଦସାଗର) — ୨. Breathing; respiration.