ପ୍ରାଣ ରଖିବା
ଦେଖଣା
ପ୍ରାଣ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଣ ରଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜର ଜୀବନକୁ ମୃତ୍ୟୁମୁଖରୁ ବଞ୍ଚାଇ ରଖିବା — ୧. To live.
- ୨. ଅନ୍ୟ ବ୍ୟକ୍ତିକୁ ପୋଷିବା — ୨. To maintain another person.
- ୩. ଅନ୍ୟ ବ୍ୟକ୍ତିକୁ ଆସନ୍ନ ମୃତ୍ୟୁରୁ ବଞ୍ଚାଇବା ବା ରକ୍ଷାକରିବା — ୩. To save another's life from death.
ପ୍ରାଣ ରଖିବା
ଦେଶଜ - କ୍ରି.
[ସମ୍ପାଦନା]- ୧. ମୃତ୍ୟୁରୁ ଅନ୍ୟର ଜୀବନକୁ ବଞ୍ଚାଇବା
[ଉ—ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁ କି ପ୍ରାଣ କିବସୂର୍ଯ୍ୟ କିଶୋରୀ. ଚମ୍ପୂ ଚ. ଗୀତ]
- ୨. ଆପଣାର ଜୀବନ ଧରି ରହିବା; ବଞ୍ଚି ରହିବା