Jump to content

ପ୍ରାଣ ରଙ୍କ

ଉଇକିଅଭିଧାନ‌ରୁ

ପ୍ରାଣ ରଙ୍କ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାଣରଙ୍କା—ସ୍ତ୍ରୀ) 

ପ୍ରାଣରଙ୍କା—ପୁଂ, ପ୍ରାଣରଙ୍କୁଣୀ—ସ୍ତ୍ରୀଦେଶଜରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୪ର୍ଥୀ ତତ; ପ୍ରାଣ+ରଙ୍କ=କୃପଣ)

[ସମ୍ପାଦନା]
୧. ଜୀବନସର୍ବସ୍ୱ; ପ୍ରାଣ ଲୋଭୀ — ୧. One who values his life most.

ଜନ୍ମଭୂମି ଟେକ ରକ୍ଷା ଶକତି କି କେବେ ଧରଇ, ହେ ପାଣ୍ଡ ରାଣ, ପ୍ରାଣରଙ୍କ ପ୍ରାଣୀ ରାଧାନାଥ, ମହାଯାତ୍ରା

୨. ଅତି ସ୍ୱାର୍ଥପର — ୨. Utterly selfish.