Jump to content

ପ୍ରାଣ ରନ୍ଧ୍ର

ଉଇକିଅଭିଧାନ‌ରୁ

ପ୍ରାଣ ରନ୍ଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପ୍ରାଣ+ରନ୍ଧ୍ର)

[ସମ୍ପାଦନା]
୧. ନାସିକା; ନାକ (ହିନ୍ଦୀ - ଶ) — ୧. Nose; nostril.
୨. ବାୟୁ (ହିନ୍ଦୀ - ଶ.) — ୨. Wind; air.