Jump to content

ପ୍ରାଣ ରସ

ଉଇକିଅଭିଧାନ‌ରୁ

ପ୍ରାଣ ରସ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଣପିଣ୍ଡ; ପ୍ରାଣପଙ୍କ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବିଜ୍ଞାନପରିଭାଷା)

[ସମ୍ପାଦନା]

ଜୀବନର ଓ ଚେତନାର ମୂଳଭିତ୍ତିରୂପକ ଜୀବିତ ଓ ଥଲଥଲିଆ ମୌଳିକ ମାଂସପିଣ୍ଡ — Protoplasm.