ପ୍ରାଣ ଶୂନ୍ୟ
ଦେଖଣା
ପ୍ରାଣ ଶୂନ୍ୟ
ଉଚ୍ଚାରଣ
[ସମ୍ପାଦନା](ପ୍ରାଣହୀନ—ଅନ୍ୟରୂପ)
ପ୍ରାଣଶୂନ୍ୟା, ପ୍ରାଣହୀନାସ୍ତ୍ରୀ
ପ୍ରାଣହୀନତା, ପ୍ରାଣଶୂନ୍ୟତାବି
ସଂସ୍କୃତ - ବିଶେଷଣ - (୩ୟା ତତ; ପ୍ରାଣ+ଶୂନ୍ୟ)
[ସମ୍ପାଦନା]- ୧. ନିର୍ଜୀବ — ୧. Lifeless.
- ୨. ମୃତ — ୨. Dead.
- ୩. ନିଷ୍ଠୁର — ୩. Cruel.
- ୪. ଅନୁଦାର — ୪. Narrow minded.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆନ୍ତରିକତାଶୂନ୍ୟ — ୧. Insincere.
- ୨. ତେଜୋହୀନ — ୨. Vigourless.