ପ୍ରାଣ ସଂଶୟ
ପ୍ରାଣସଙ୍କଟ; ପ୍ରାଣ ସନ୍ଦେହ; ପ୍ରାଣବଧଅନ୍ୟରୂପ
ଜୀବନ ନାଶ ହେବାର ଆଶଙ୍କା — Risk to life; peril of life; apprehension of death; question of life and death.