ପ୍ରାତଃକୃତ୍ୟ
ପ୍ରାତଃକର୍ମ, ପ୍ରାତଃକ୍ରିୟାଅନ୍ୟରୂପ
ପ୍ରତିଦିନ ସକାଳେ କରାଯିବା କାର୍ଯ୍ୟ (ଯଥା— ଦନ୍ତଘଷା, ଗାଧୁଆ, ପୂଜାପୂଜି ଇତ୍ୟାଦି) — Duties performed daily in the morning.