Jump to content

ପ୍ରାତରାଶ

ଉଇକିଅଭିଧାନ‌ରୁ

ପ୍ରାତରାଶ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତର୍ଭୋଜନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରାତଃ+ଅଶ ଧାତୁ=ଖାଇବା+ଭାବ. ଅ)

[ସମ୍ପାଦନା]

ପ୍ରାତଃକାଳୀନ ଭୋଜନ; ଦିବସର ପ୍ରଥମ ଭୋଜନ — Morning meal; breakfast.