Jump to content

ପ୍ରାତିପଥିକ

ଉଇକିଅଭିଧାନ‌ରୁ

ପ୍ରାତିପଥିକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାତିପଥିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ରତିପଥ+ଇକ)

[ସମ୍ପାଦନା]
୧. ବିପରୀତ ପଥଗାମୀ — ୧. Going in a contrary road.
୨. ପ୍ରତିକୂଳଗାମୀ — ୨. Going in an opposite direction.