ପ୍ରାତିପଦିକ
ଦେଖଣା
ପ୍ରାତିପଦିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତିପଦ+ସମ୍ୱନ୍ଧାର୍ଥେ. ଇକ)
[ସମ୍ପାଦନା]ପ୍ରତିପଦ ସମ୍ୱନ୍ଧୀୟ — Relating to the ୧st day of the lunar fortnight.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ରତିପଦ=ପ୍ରତ୍ୟେକ ପଦ+ଭବାର୍ଥେ ଇକ)— (ବ୍ୟାକରଣ) ବିଭକ୍ତିହୀନ ବିଶେଷ୍ୟ ବା ବିଶେଷଣ ପଦ (ଯଥା—ପିତୃ, ସଖୀ, ବେଧସ) — ୧. The crude form of a noun or adjective.
- ୨. ଅଗ୍ନି — ୨. Fire.
- ୩. ନାମ; ଅଭିଧା (ଜ୍ଞାନେନ୍ଦ୍ର) — ୩. Name; appellation.