Jump to content

ପ୍ରାତିଭ

ଉଇକିଅଭିଧାନ‌ରୁ

ପ୍ରାତିଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତିଭା+ଅ)

[ସମ୍ପାଦନା]

ପ୍ରତିଭାଶାଳୀ; ତୀକ୍ଷ୍ମବୁଦ୍ଧିବିଶିଷ୍ଟ — Talented; sharp-witted.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୋଗ ସାଧନାର ବିଘ୍ନକର ଉପସର୍ଗ ବା ଅନ୍ତରାୟ ବିଶେଷ — One of the impediments in Joga-exercise.

[ଦ୍ରଷ୍ଟବ୍ୟ —ଯୋଗ ସାଧନ ମାର୍ଗରେ ୫ ପ୍ରକାର ବିଘ୍ନ ମଧ୍ୟରୁ ଏହା ଏକ ଯୋଗସାଧନ କରିବାବେଳେ ପ୍ରତିଭାଶାଳୀ ଯୋଗୀଙ୍କ ମନରେ ବେଦ ଓ ଶାସ୍ତ୍ରାଦିର ଅର୍ଥ ଓ ନାନା ବିଦ୍ୟା ଓ କଳା ଆଦିର ଜ୍ଞାନ ଉଦୟ ହୋଇ ଯୋଗସାଧନରେ ବାଧା ଜାତ ହୁଏ—ହିନ୍ଦୀ - ଶ]