ପ୍ରାତିଲୋମ୍ୟ
ଦେଖଣା
ପ୍ରାତିଲୋମ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତିଲୋମ+ଭାବେ. ଯ)
[ସମ୍ପାଦନା]- ୧. ବୈପରୀତ୍ୟ — ୧. Contrariety; inversion.
- ୨. ବିରୁଦ୍ଧତା — ୨. Opposition; inverted order; being against the grain.
- ୩. ପ୍ରତିଲୋମ ବିବାହଦ୍ୱାରା ସ୍ତ୍ରୀ ପୁରୁଷଙ୍କ ସଂଯୋଗ — ୩. Union of a higher caste woman with a lower caste man by marriage.