ପ୍ରାତ୍ୟନ୍ତିକ
ଦେଖଣା
ପ୍ରାତ୍ୟନ୍ତିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତ୍ୟନ୍ତ+ଇକ)
[ସମ୍ପାଦନା]- ୧. ଦୁଇ ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତ ରାଜ୍ୟ (ହିନ୍ଦୀ - ଶ) — ୧. A buffer state.
- ୨. ସୀମାନ୍ତର ରକ୍ଷାରେ ନିଯୁକ୍ତ ବ୍ୟକ୍ତି (ହିନ୍ଦୀ - ଶ) — ୨. A person engaged to guard the border.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ସୀମାନ୍ତରେ ଅବସ୍ଥିତ — Situated in the border.