Jump to content

ପ୍ରାତ୍ୟହିକ

ଉଇକିଅଭିଧାନ‌ରୁ

ପ୍ରାତ୍ୟହିକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାତ୍ୟହିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରତ୍ୟହ+ସମ୍ୱନ୍ଧର୍ଥେ. ଇକ)

[ସମ୍ପାଦନା]
୧. ଦୈନିକ — ୧. Daily; diurnal.
୨. ପ୍ରତିଦିନ ଘଟୁଥିବା — ୨. Occuring daily.