Jump to content

ପ୍ରାଦୁର୍ଭାବ

ଉଇକିଅଭିଧାନ‌ରୁ

ପ୍ରାଦୁର୍ଭାବ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଦୁଷ୍ୟ—ଅନ୍ୟରୂପ—ହିନ୍ଦୀ - ଶ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରାଦୁଃ=ପ୍ରକାଶ+ଭୁ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପ୍ରକାଶିତ ହେବା; ପ୍ରକଟିତ ହେବା — ୧. Manifestation.
୨. ଉଦ୍ଭବ; ଆବିର୍ଭାବ — ୨. Coming into existence; prevalence.
୩. ପ୍ରଥମ ପ୍ରକାଶ — ୩. First appearance; coming to light first.
୪. ପ୍ରବଳତା — ୪. Outbreak; currency; predominance.
୫. କ୍ଷମତା — ୫. Power; influence.