Jump to content

ପ୍ରାଦୁଷ୍କରଣ

ଉଇକିଅଭିଧାନ‌ରୁ

ପ୍ରାଦୁଷ୍କରଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଦୁଷ୍କୃତ, ପ୍ରାଦୁଷ୍କୃତ୍ୟ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ରାଦୁଃ+କରଣ)

[ସମ୍ପାଦନା]
୧. ଅପ୍ରକଟ ବସ୍ତୁର ପ୍ରକାଶ କରଣ; ପ୍ରକଟୀକରଣ — ୧. Manifestation; publication.
୨. ପ୍ରଦଶନ; ଦେଖାଇବା — ୨. Showing; exhibition.