Jump to content

ପ୍ରାଦେଶ

ଉଇକିଅଭିଧାନ‌ରୁ

ପ୍ରାଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ଦିଶ ଧାତୁ+ଭାବ. ଅ)

[ସମ୍ପାଦନା]

ବିଘତ; ବୃଦ୍ଧାଙ୍ଗୁଳିର ଅଗଠାରୁ ତର୍ଜନୀର ଅଗ ପର୍ଯ୍ୟନ୍ତ ବିସ୍ତାର ପରିମାଣ — ୧. The span of the thumb and the forefinger.

୨. (ପ୍ରଦେଶ+ସ୍ୱାର୍ଥେ. ଅ)— ସ୍ଥାନ; ଦେଶ — ୨. Place; country.
୩. ପ୍ରଦେଶ — ୩. Province.