ପ୍ରାଦେଶିକତା
ଦେଖଣା
ପ୍ରାଦେଶିକତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରାଦେଶିକ+ଭାବ. ତା)
[ସମ୍ପାଦନା]- ୧. ଭିନ୍ନ ଭିନ୍ନ ଅଞ୍ଚଳରେ କଥିତ ଭାଷାର ଉଚ୍ଚାରଣ ଓ ବ୍ୟବହାର ସମ୍ୱନ୍ଧେ ବିକାର; କଥିତ ଭାଷାର ବିଭିନ୍ନ ପ୍ରଦେଶଗତ ବିକାର — ୧. Provincialisms of a language; dislectical peculiarities of any language.
- ୨. ପ୍ରଦେଶଗତ ସଂକୀର୍ଣ୍ଣତା — ୨. Provincial or parochial narrowness of outlook.