Jump to content

ପ୍ରାଦେଶୀୟ

ଉଇକିଅଭିଧାନ‌ରୁ

ପ୍ରାଦେଶୀୟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାଦେଶିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପ୍ରଦେଶ+ସମ୍ୱନ୍ଧାର୍ଥେରେ. ଈୟ)

[ସମ୍ପାଦନା]
୧. ପ୍ରଦେଶ ସମ୍ୱନ୍ଧୀୟ; ପ୍ରାଦେଶିକ — ୧. Provincial; relating to a province.
୨. (ଅମୁକ) ପ୍ରଦେଶବାସୀ —୨. Belonging to or residing in (such and such) a province.
୩. (ଅମୁକ) ପ୍ରଦେଶରେ ପ୍ରଚଳିତ — ୩. Current in a particular province.
୪. ଦେଶାଂଶ ବିଶେଷ ପ୍ରଚଳିତ (ବାକ୍ୟ) — ୪. Provincial (word).