Jump to content

ପ୍ରାଧନିକ

ଉଇକିଅଭିଧାନ‌ରୁ

ପ୍ରାଧନିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରଧନ+ଇକ)

[ସମ୍ପାଦନା]

ଯୁଦ୍ଧପ୍ରିୟ — War—loving; martial.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୁଦ୍ଧର ଉପକରଣ (ହିନ୍ଦୀ - ଶ) — The sinews of war; materials for fighting.