Jump to content

ପ୍ରାଧ୍ୱ

ଉଇକିଅଭିଧାନ‌ରୁ

ପ୍ରାଧ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଅଧ୍ୱନ)

[ସମ୍ପାଦନା]
୧. ଦୂର — ୧. Remote; distant.
୨. ନମ୍ର — ୨. Bent.
୩. ବିନୀତ — ୩. Humbled.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରକୃଷ୍ଟ ପଥ; ଭଲବାଟ — ୧. Excellent road.
୨. ରଥାଦି ଯାନ — ୨. Conveyance.
୩. ଦୂର ପଥ; ଦୀର୍ଘ ପଥ — ୩. A long road.
୪. ବିନୟ (ହିନ୍ଦୀ - ଶ) — ୪. Humility.