Jump to content

ପ୍ରାନ୍ତର

ଉଇକିଅଭିଧାନ‌ରୁ

ପ୍ରାନ୍ତର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ତର)

[ସମ୍ପାଦନା]
୧. ଅପନ୍ତରା; ଛାୟାଜଳାଦିଶୂନ୍ୟ ପ୍ରଦେଶ — ୧. A barren tract of country.
୨. ପନ୍ତାର; ମରୁଭୂମି; ବିସ୍ତୀର୍ଣ୍ଣ ପଡ଼ିଆ — ୨. Desert; waste; wilderness; prairie.
୩. ଜନଶୂନ୍ୟ ପ୍ରଦେଶ — ୩. Uninhabited or lonely country.
୪. ଅତି ଦୂର ଓ ଜନସଂଚାରଶୂନ୍ୟ ପଥ — ୪. A long and solitary path.
୫. କ୍ଳାନ୍ତିଜନକ ମାର୍ଗ — ୫. A tiresome road.
୬. ଅଗନାଗ୍ନି ବନସ୍ତ; ଜଙ୍ଗଲ; ବନ — ୬. A solitary forest; a wild.