Jump to content

ପ୍ରାନ୍ତେ

ଉଇକିଅଭିଧାନ‌ରୁ

ପ୍ରାନ୍ତେ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପ୍ରାନ୍ତ ଶବ୍ଦର ୭ମୀ. ୧ବ)

[ସମ୍ପାଦନା]

ସର୍ବ ଶେଷରେ — At last.

ଶତ୍ରୁ ଜିଣି ପ୍ରାନ୍ତେ ସମୂଳେ ନାଶ ଯାଏ କୃଷ୍ଣସିଂହ, ମହାଭାରତ, ବନ