ପ୍ରାନ୍ତ କାଳ
ଦେଖଣା
ପ୍ରାନ୍ତ କାଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମ. ପ. ଲୋ; ପ୍ରାନ୍ତ+କାଳ)
[ସମ୍ପାଦନା]- ୧. ମରଣ ଘଟିବାର ପ୍ରାକକାଳ; ଜୀବନର ଶେଷ ସମୟ — ୧. The time of one's impending death.
- ୨. ମୃତ୍ୟୁର ପରବର୍ତ୍ତୀ କାଳ; ପରକାଳ — ୨. The time after death.
ପ୍ରାନ୍ତ କାଳରେ ସ୍ୱର୍ଗ ଲୋକରେ ବସଇ କୃଷ୍ଣସିଂହ, ମହାଭାରତ ବନ
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରାତଃକାଳ)
[ସମ୍ପାଦନା]ସକାଳ; ଭୋର — Dawn; daybreak.