Jump to content

ପ୍ରାନ୍ତ ଯମକ

ଉଇକିଅଭିଧାନ‌ରୁ

ପ୍ରାନ୍ତ ଯମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶଦ୍ଦାଳଙ୍କାରବିଶେଷ; ସନ୍ଦର୍ଭର ପ୍ରାନ୍ତରେ ବିଭିନ୍ନାର୍ଥରେ ପ୍ରଯୁକ୍ତ ଏକ ଶବ୍ଦ — A kind of alliteration at the end of every foot of a verse.

[ଉଦାହରଣ ଯଥା— ରସିକ ବିଚାର କରେ, ଦୀପଦାନ କାର୍ତ୍ତିକରେ ପ୍ରୟାଗେ ସ୍ନାନ ମକରେ, ଯେହୁ ନ କରେ ଦିଶେ କି ସେ ଆଲୋକରେ, ଉତ୍ତମ ରାମା ଅଙ୍କରେ ଘେନି ବସେ ପଲଙ୍କରେ, କି ହିମକରେ ପୂର୍ବେ ସେବିଥିଲେ ଶଙ୍କଭେ, ସେ ଫଳୁଁ ଧରି ଉରୋଜ ଶ୍ରୀଫଳ କରେ ଭ଼ଞ୍ଜ, ପ୍ରେମସୁଧାନିଧି]