Jump to content

ପ୍ରାପଣ

ଉଇକିଅଭିଧାନ‌ରୁ

ପ୍ରାପଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାପଣୀୟ, ପ୍ରାପ୍ୟ, ପ୍ରାପିତ, ପ୍ରାପ୍ତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆପ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପାଇବା; ପ୍ରାପ୍ତି — ୧. Obtaining; receipt; acquisition; getting.
୨. (ପ୍ର+ଆପ ଧାତୁ ଣିଚ+ଭାବ. ଅନ) ପ୍ରାପ୍ତି କରାଇବା — ୨. Procuring.
୩. ପ୍ରେରଣ — ୩. Sending.