Jump to content

ପ୍ରାପ୍ତବ୍ୟ

ଉଇକିଅଭିଧାନ‌ରୁ

ପ୍ରାପ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଆପ ଧାତୁ+କର୍ମ. ତବ୍ୟ)

[ସମ୍ପାଦନା]

ପ୍ରାପ୍ତିଯୋଗ; ଯାହା ମିଳିପାରେ — Obtainable; attainable.